नुआपड़ा
-
नुआपड़ा
ନୂଆଗାଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦାନ — ଶତାଧିକ ସମର୍ଥକ ସହ
PNS Bureau : ନୂଆପଡ଼ା ଉପନିର୍ବାଚନ ପ୍ରଚାର ସମୟରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ବିଜେଡିକୁ ଗୁରୁତ୍ୱପୂର୍ଣ୍ଣ ଝଟକା ଦେଇ ନୂଆଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ମାଳା ପ୍ରଧାନ ଓ ସମିତି ସଭ୍ୟ ଶ୍ରୀ ଡୋଳାମଣି ଶବର ନିଜର ଶତାଧିକ ସମର୍ଥକ ସହ ବିଜେପିରେ ଯୋଗଦେଇଛନ୍ତି। ଏହି ଯୋଗଦାନ କାର୍ଯ୍ୟକ୍ରମ କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ଅଞ୍ଚଳରେ ଆୟୋଜିତ ହୋଇଥିଲା। ଦୁଇ ଜଣ ପ୍ରତିନିଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ…
Read More » -
नुआपड़ा
ନୂଆପଡ଼ା ଉପନିର୍ବାଚନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଜୋରଦାର ପ୍ରଚାର — ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପାଇଁ ମତଦାତାଙ୍କୁ ଆହ୍ୱାନ
PNS Bureau :- ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଆଜି ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କୋମନା ବ୍ଲକରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପକ୍ଷରେ ଜୋରଦାର ନିର୍ବାଚନ ପ୍ରଚାର କରିଥିଲେ। ସେ ପ୍ରଥମେ ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ସଲେଭଟା (ୱାର୍ଡ ନମ୍ବର–୮) ରେ ଘରେ ଘରେ ବୁଲି ମତଦାତାଙ୍କ ସହ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତକୁ ଶକ୍ତିଶାଳୀ କରିବା ପାଇଁ ଜୟ ଢୋଲକିଆଙ୍କୁ ଭୋଟ ଦେବା…
Read More » -
मुख्य खबर
କୋମନା ବ୍ଲକର ବଞ୍ଜାରି ମଣ୍ଡଳରେ ବିଶାଳ ମିଶ୍ରଣ ପର୍ବ — ବିଜେପି ରେ ଯୋଗଦେଲେ ଅନ୍ୟ ଦଳର ନେତା କର୍ମୀ
ନୂଆପଡା/ଭୁବନେଶ୍ୱର: – ନୂଆପଡା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷିତରେ ଦିନକୁ ଦିନ ବିଜେପି ର ଶକ୍ତି ଓ ଲୋକପ୍ରୀୟତା ବଢ଼ୁଛି । ଆଜି କୋମନା ବ୍ଲକର ଗଣ୍ଡାମେର ପଞ୍ଚାୟତ ଅଧୀନ ବଞ୍ଜାରି ମଣ୍ଡଳରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଦ୍ମ ଚିହ୍ନ ଧାରଣ କରି ଦଳରେ ଯୋଗଦେଲେ । ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ରାଜ୍ୟର ଗଣଶିକ୍ଷା ଓ…
Read More » -
नुआपड़ा
କୋମନା ବ୍ଲକରେ ଗୁରୁଜନ ଓ ମାତୃଶକ୍ତି କାର୍ଯ୍ୟକ୍ରମ — ନୂଆପଡା ଉପନିର୍ବାଚନକୁ ନେଇ ବିଜେପିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ନୂଆପଡା/ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନକୁ ନେଇ ବିଜେପି ନେତା, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଂଯୋଗ ଜାରି ରଖିଛନ୍ତି । ଏହି ଅଭିଯାନ ଅନୁସାରେ ଆଜି ନୂଆପଡା ଜିଲ୍ଲାର କୋମନା ବ୍ଲକ ଅଧୀନ ସୁନାବେଡ଼ା ପଞ୍ଚାୟତରେ ଥିବା ମା’ ସୁନାଦେଇ ମନ୍ଦିର ପରିସରରେ ଗୁରୁଜନ ଓ ମାତୃଶକ୍ତିଙ୍କ ସହ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ହୋଇ ଗ୍ରାମବାସୀ, ବିଶେଷତଃ ଗୁରୁଜନ ଓ ମା’ମାନଙ୍କ…
Read More »
